ସେଲୁଲଏଡ୍ ଜଗତରେ ଋଷି କପୁରଙ୍କ ସ୍ବର୍ଣ୍ଣିମ ଯାତ୍ରା: ତାଙ୍କ ଅତୁଳନୀୟ ଅଭିନୟର ୧୦ଟି ଶ୍ରେଷ୍ଠ ଚଳଚ୍ଚିତ୍ର

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ କିଂବଦନ୍ତି ଅଭିନେତା ଓ ହିନ୍ଦୀ ଚଳଚ୍ଚିତ୍ରର ପ୍ରକୃତ ‘ଚକ୍‌ଲିଟ୍ ବୟ’ ଋଷି କପୁରଙ୍କର ଗୁରୁବାର ସକାଳ ୮: ୪୫ରେ ଦେହାନ୍ତ ହୋଇଯାଇଛି। ‘ଶ୍ରୀ୪୨୦’ ଏବଂ ‘ମେରା ନାମ୍ ଜୋକର୍’ ଚଳଚ୍ଚିତ୍ରରେ ଶିଶୁ ଅଭିନେତା ଭାବେ ଅଭିନୟ କରିଥିବା ଋଷି କପୁର ୧୯୭୩‌ ମସିହାରେ ମୁକ୍ତିଲାଭ କରିଥିବା ‘ବବି’ ଚଳଚ୍ଚିତ୍ରରେ ପ୍ରଥମେ ନାୟକ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ। ଏବଂ ସେଥିରେ ଅଭିନୟ ପାଇଁ ୧୯୭୪ରେ ତାଙ୍କୁ ମିଳିଥିଲା … Continue reading ସେଲୁଲଏଡ୍ ଜଗତରେ ଋଷି କପୁରଙ୍କ ସ୍ବର୍ଣ୍ଣିମ ଯାତ୍ରା: ତାଙ୍କ ଅତୁଳନୀୟ ଅଭିନୟର ୧୦ଟି ଶ୍ରେଷ୍ଠ ଚଳଚ୍ଚିତ୍ର